ସଞ୍ଜ
ଦେଖଣା
ସଞ୍ଜ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ସମ୍= ସମାନ ରୂପେ+ଜନ୍ ଧାତୁ=ସୃଷ୍ଟି କରିବା +କରଣ. ଅ; ଯାହାଙ୍କଦ୍ୱାରା ସମସ୍ତ ଜୀବ ସମାନ ରୂପେ ସୃଷ୍ଟ ହୋଇ ଅଛନ୍ତି)
[ସମ୍ପାଦନା]- ୧. ବ୍ରହ୍ମା — ୧. Brahmā.
- ୨. ଶିବ; ସହାଦେବ —୨. Ṡiba.
ଦେଶଜ - ବିଶେଷ୍ୟ - (ସଂସ୍କୃତ - ସନ୍ଧ୍ୟା; ପ୍ରା. ସଂଝା)
[ସମ୍ପାଦନା]- ୧. ସନ୍ଧ୍ୟା; ସାୟଂକାଳ —୧. Evening; nightfall.
[ଉ— ଜହ୍ନୀଫୁଲର ଆଇ(ୟୁ)ଷ ପାଆ, ସଞ୍ଜେ ଫୁଟି ସକାଳେ ଯାଆ ଅଭିଶାପ ବାକ୍ୟ ଓ ବ୍ୟଙ୍ଗ୍ୟୋକ୍ତି]
- ୨. ସନ୍ଧ୍ୟା— କାଳରେ ଦେବତାଙ୍କ ଉଦ୍ଦେଶ୍ୟରେ ବସାଯିବା ବତୀ; ସଞ୍ଜବତୀ —୨. A wick lighted and set in the evening and dedicated to a Deity.
ଅନୁବାଦ
[ସମ୍ପାଦନା]ସଞ୍ଜ
|
ଦେଶଜ - ବିଶେଷଣ -
[ସମ୍ପାଦନା]ସନ୍ଧ୍ୟାକାଳୀନ —Pertaining to or happening in the evening.
[ଉ—ସଞ୍ଜ କୁମୁଦ ସମ ହାସ ବିଳାସ କବିସୂର୍ଯ୍ୟ. ସଙ୍ଗୀତା]