Jump to content

ସତର୍କ

ଉଇକିଅଭିଧାନ‌ରୁ

ସତର୍କ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ସତର୍କା—ସ୍ତ୍ରୀ) 

(ସତର୍କତା—ବି)

  • (file)
  • (file)

ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରୀହି; ସ=ସହିତ+ତର୍କ=ବୁଦ୍ଧିଦ୍ୱାରା ବିଚାରଣା)[ସମ୍ପାଦନା]

୧. ବିବେଚକ; ତର୍କକାରୀ — ୧. Reasoning; reasonable.
୨. ସାବଧାନ; ହୁସିଆର; ଜାଗତିଆର — ୨. Watchful; careful; guarded; vigilant; cautious.
୩. ଯେ ଆଗ ପଛ ତର୍କଣା କରି କାମ କରେ —୩. Acting after due deliberation; sagacious.
୪. ଯତ୍ନଶୀଳ —୪. Diligent; strenuous.
୫. ମନୋଯୋଗଶୀଳ —୫. Attentive.