ସତ୍ତେ

ଉଇକିଅଭିଧାନ‌ରୁ

ସତ୍ତେ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

(ସତ୍ତେଓ—ଅନ୍ୟରୂପ)

ଗ୍ରାମ୍ୟ - ଅବ୍ୟୟ (ବଙ୍ଗଳାରୁ ଅନୁକୃତ ସଂସ୍କୃତ - ସତ୍ ଶବ୍ଦୋତ୍ପନ୍ନ ସତିରୁ)[ସମ୍ପାଦନା]

କୌଣସି ବିଷୟର ଉପସ୍ଥିତ ଥାଇ ସୁଦ୍ଧା — (conjunction) In spite of; in the face of; notwithstanding.