ସତ୍ତ୍ୱ ଗୁଣ

ଉଇକିଅଭିଧାନ‌ରୁ

ସତ୍ତ୍ୱ ଗୁଣ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

ସତ୍ତ୍ୱ ୫ (ଦେଖ) - —Sattwa ୫ (See)

[ଦ୍ରଷ୍ଟବ୍ୟ —ସତ୍ତ୍ୱ, ରଜଃ ଓ ତମଃ—ଏହି ତିନିଗୋଟି ପ୍ରକୃତିର ଗୁଣ; ଜୀବାତ୍ମା ଏହି ଗୁଣକ୍ରୟଦ୍ୱାରା ସଂସାରରେ ଆବଦ୍ଧ ହୁଏ ଏହୁ ସତ୍ତ୍ୱଗୁଣ ନିର୍ମଳ, ପ୍ରକାଶକ ଓ ଅନାମୟ; ଏହା ମନୁଷ୍ୟକୁ ସର୍ବଦା ସୁଖରେ ଓ ଜ୍ଞାନରେ ଆବଦ୍ଧ କରି ରଖେ ଯେଉଁ ପଦାର୍ଥଦ୍ୱାରା ପରମାୟୂ, ସତ୍ତ୍ୱ, ବଳ, ଆରୋଗ୍ୟ, ସୁଖ ଓ ପ୍ରୀତି ବଢ଼େ ଓ ଯାହା ରସମୟ, ହୃଦୟଗ୍ରାହୀ, ସ୍ଥିର ଓ ସ୍ନିଗ୍ଧ ଖାଦ୍ୟପଦାର୍ଥ, ତାହା ସାଢ୍ୱିକ ପ୍ରକୃତିବିଶିଷ୍ଟ ଲୋକର ପ୍ରିୟ]