Jump to content

ସତ୍ୱ

ଉଇକିଅଭିଧାନ‌ରୁ

ସତ୍ୱ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷ୍ୟ -(ସତ୍+ଭାବେ. ତ୍ୱ; ତ ଲୋପ)

[ସମ୍ପାଦନା]

ସତ୍ତ୍ୱ (ଦେଖ) - — Sattwa (See)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ସ୍ୱତ୍ୱ) (କଚିରିଆ)

[ସମ୍ପାଦନା]

ବସ୍ତୁରେ ବା ସମ୍ପତ୍ତିରେ ସ୍ୱାମିତ୍ୱ; ଅଧିକାର; ସ୍ୱତ୍ୱ — Right and title; ownership; interest proprietory right.

[ଦ୍ରଷ୍ଟବ୍ୟ —ଆମ୍ଭମାନଙ୍କ ଦେଶରେ ଭୂସମ୍ପତ୍ତିରେ ଭିନ୍ନ ଭିନ୍ନ ପ୍ରକାର ସତ୍ୱର ନାମ ପ୍ରଚଳିତ ଅଛି ଯଥା—ଅସ୍ଥାୟୀସତ୍ୱ, ଖରିଦୀସତ୍ୱ, ଚିରସ୍ଥାୟୀ ସତ୍ୱ, ଜୀବନ ସତ୍ୱ, ଦଖଲି(ସ୍ଥିତିବାନ) ସତ୍ୱ, ନିଚୁଢ଼ ସତ୍ୱ, ବିରୁଦ୍ଧ ସତ୍ୱ, ପ୍ରଜା (ରଇତି) ସତ୍ୱ, ଭୂସତ୍ୱ, ମଉରସୀ ସତ୍ୱ, ମଧ୍ୟ ସତ୍ୱ, ଲାଖଗଜ ସତ୍ୱ, ସିକିମି ସତ୍ୱ, ଜମିଦାରି ସତ୍ୱ, ମକଦମି ସତ୍ୱ, ବାହେଲି ସତ୍ୱ ଇତ୍ୟାଦି]