ସଦର ଅମୀନ
ଦେଖଣା
ସଦର ଅମୀନ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ସଦର ଅମୀନ
|
ବୈଦେଶିକ - ବି—(ଆରବୀ - ସଦର୍ ଓ ଫାରାସୀ - ଆମୀନ)
[ସମ୍ପାଦନା]- ୧. ଜମି ମାପ କରିବାପାଇଁ ନିଯୁକ୍ତି ଅମୀନ— ମାନଙ୍କ ମଧ୍ୟରେ ପ୍ରଧାନ ଅମୀନ — ୧. The head surveyor.
- ୨. ଜମିଦାରଙ୍କ ସଦର କଚିରିରେ ଥିବା ଅମୀନ —୨. The surveyor who works at the headquarters of a zamindar.
- ୩. ମୋଗଲ ଅମଳରେ ଦେବାନି ମକଦ୍ଦମା ବୁଝିବା ନିମନ୍ତେ ନିଯୁକ୍ତ ବିଚାରପତି (ବର୍ତ୍ତମାନ ମୁନସଫ୍) —The civil judges who were exercising the jurisdiction (under the Moghal governmant), now vested in the Munsifs.