ସଦା
ଦେଖଣା
ସଦା
ଉଚ୍ଚାରଣ
[ସମ୍ପାଦନା](ସଦାଇ—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ସଂସ୍କୃତ - ଅ—(ସର୍ବ+କାଳାର୍ଥେ. ଦା)
[ସମ୍ପାଦନା]ସର୍ବଦା; ସବୁବେଳେ — ୧. Always.
- ୨. ଅବିଶ୍ରାନ୍ତ ରୂପେ —୨. Continually.
- ୩. ଚିରକାଳ ସରାଶେ — ୩. Perpetually; in perpetuity.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. (ପୁଂ) ସଦାନନ୍ଦ ଓ ସଦାଶିବର ଅନାଦରାର୍ଥକ ଡାକ ନାମ — ୧. Name for calling Sadānanda and Sadāṡiba in familiarity.
- ୨. ସଧା (ଦେଖ) - —୨. Sadhā (See)
ପ୍ରାଦେଶିକ - (ଲରିଆ)ବିଶେଷଣ -
[ସମ୍ପାଦନା]ସାଦା —White.