ସଦ୍ୟଃ ପ୍ରାଣକର

ଉଇକିଅଭିଧାନ‌ରୁ

ସଦ୍ୟଃ ପ୍ରାଣକର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ସଦ୍ୟଃ ପ୍ରାଣକରୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ -[ସମ୍ପାଦନା]

ତତ୍କ୍ଷଣାତ୍, ଅର୍ଥାତ୍ ସେବନ ମାତ୍ରେ ବଳକାରକ —Immediately infusing strength or vigour or vitality.

[ଉ—ସଦ୍ୟୋମାଂସଂ, ନବାନ୍ନଂତ, ବାଳା ସ୍ତ୍ରୀ, କ୍ଷୀର ଭୋଜନଂ ଘୃତମୃଷ୍ଣୋଦକଂଚୈବ ସଦ୍ୟଃ ପ୍ରାଣକରାଣି ଷଟ୍— ଚାଣକ୍ୟ]