ସଦ୍ୟୋ ଜାତ

ଉଇକିଅଭିଧାନ‌ରୁ

ସଦ୍ୟୋ ଜାତ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ସଦ୍ୟୋଜ—ଅନ୍ୟରୂପ)

(ସଦ୍ୟୋଜାତା, ସଦ୍ୟୋଜା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ସଦ୍ୟଃ+ଜାତ)[ସମ୍ପାଦନା]

୧. ବର୍ତ୍ତମାନ ଜନ୍ମ ହୋଇଥିବା —୧. Recently born.
୨. ନବୋତ୍ପନ୍ନ —୨. Newly produced.

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

୧. କଅଁଳା ବାଛୁରୀ; ତର୍ଣ୍ଣକ — ୧. A newly born calf.
୨. ଶିବଙ୍କ ମୂର୍ତ୍ତିବିଶେଷ —୨. One of the incarnations of Mahādeba.

[ଦ୍ରଷ୍ଟବ୍ୟ —ଶିବରାତ୍ରି ବ୍ରତରେ ଶିବସ୍ନାନ ମନ୍ତ୍ର, ଯଥା—"ଓଁ ସଦ୍ୟୋ— ଜାତୀୟ ନମଃ"]