ସନ୍
ସନ୍
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
(ସନ୍ସନ୍—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ[ସମ୍ପାଦନା]
ଦେଶଜ - ଅ (ଧ୍ୱନ୍ୟନୁକରଣ)[ସମ୍ପାଦନା]
- ୧. ପବନ ଜୋର୍ରେ ବୋହିବାର ଶବ୍ଦ; ବାୟୁ ସଞ୍ଚାଳନ —୧. The sound of brisk blowing of wind.
- ୨. ଶରର ବା ତୀରର ମୂହୁର୍ମୁହୁଃ ମରାଯିବାର ଶବ୍ଦ —୨. The sound of arrows being discharged in quick succession.
- ୩. ଦ୍ରୁତ ଗମନଜନିତ ଶବ୍ଦ — ୩. Sound of quick motion.
ପ୍ରାଦେଶିକ - (ଇରିଆ) ବିଶେଷ୍ୟ -[ସମ୍ପାଦନା]
ସୂର୍ଣ୍ଣ; ସୁନା —Gold.
ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -[ସମ୍ପାଦନା]
ସନ (ଦେଖ) - — Sana (See)
ସନ୍ (ପ୍ରତ୍ୟୟ) —
ଉଚ୍ଚାରଣ[ସମ୍ପାଦନା]
ସଂସ୍କୃତ -[ସମ୍ପାଦନା]
ଇଚ୍ଛାର୍ଥେ ଧାତୁର ପରେ ଲାଗିବା ପ୍ରତ୍ୟୟ —A suffix added to verbs meaning,- wishing to do an act.
[ଦ୍ରଷ୍ଟବ୍ୟ —ଏହି ପ୍ରତ୍ୟୟ ଯୁକ୍ତ ହେବା ପରେ ଧାତୁକୁ 'ସନନ୍ତ' ଧାତୁ ବୋଲାଯାଏ ସନନ୍ତ ହେଲେ ମୂଳ ଧାତୁର ଆଦ୍ୟାକ୍ଷର ପ୍ରାୟଶଃ ଦ୍ୱିତ୍ୱ— ପ୍ରାପ୍ତ ହୁଏ ଯଥା— କୃଧାତୁ= କରିବା+ସନ୍=ଚିକୀର୍ଷ ଧାତୁ=କରିବାକୁ ଇଚ୍ଛା କରିବା, ପାଧାତୁ=ପିଇବା+ସନ=ପିପାସ୍ ଧାତୁ =ପିଇବାକୁ ଇଚ୍ଛା କିରବା, ଜ୍ଞାଧାତୁ=ଜାଣିବା+ସନ୍ =ଜିଜ୍ଞାସ୍ ଧାତୁ=ଜାଣିବାକୁ ଇଚ୍ଛା କରିବା ଏହି ଧାତୁରେ ଭାବ ବାଚ୍ୟରେ 'ଅ' ପ୍ରତ୍ୟୟ କଲେ ନିଷ୍ପନ୍ନ ପଦ ପ୍ରାୟଶଃ ଆକାରାନ୍ତ ହୁଏ ଯଥା—ଚିକୂର୍ଷା=କରିବା ଇଚ୍ଛା; ପିପାସା=ପିଇବା ଇଚ୍ଛା; ଜିଜ୍ଞାସା=ଜାଣିବା ଇଚ୍ଛା; ସନନ୍ତ ଧାତୁରେ 'ଉ' ପ୍ରତ୍ୟୟ ହେଲେ ଉଚ୍ଚାରାନ୍ତ ବିଶେଷଣ ଶବ୍ଦ ହୁଏ ଯଥା— ଚିକୀର୍ଷ୍ମ=କରିବାକୁ ଇଚ୍ଛୁକ, ପିପାସୁ=ପିଇ ବାକୁ ଇଚ୍ଛୁକ, ଜିଜ୍ଞାସା=ଜାଣିବାକୁ ଇଚ୍ଛୁକ]