ସମ୍ପୃକ୍ତ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

(ସଂପୃକ୍ତ—ଅନ୍ଯରୂପ)

(ସମ୍ପର୍କ—ବି)

==ସସ୍କୃତ (ବିଶେଷଣ)== (ସମ୍+ପୃତ୍ ଧାତୁ=ମିଳିତ ହେବା+କର୍ମ. ତ)—

  • ସମ୍ବନ୍ଧ; ସଂସୃଷ୍ଟ; ସଂକ୍ରାନ୍ତ
  • ଏକତ୍ର ମିଶ୍ରିତ; ମିଳିତ
  • ସଂୟୁକ୍ତ
  • ଗ୍ରଥିତ .
  • ଜଡ଼ିତ; ସଂଲଗ୍ନ
  • ଖଚିତ
  • ସ୍ପର୍ଶ କରିଥିବା