ହାଉଡ଼ି ମାରିବା

ଉଇକିଅଭିଧାନ ରୁ
Jump to navigation Jump to search

ହାଉଡ଼ି ମାରିବା

ଓଡ଼ିଆ[ସମ୍ପାଦନା]

ଦେଶଜ - କ୍ରିୟାପଦ -[ସମ୍ପାଦନା]

ଭୋଜନରେ ତୃପ୍ତ ହୋଇ 'ହେଉଡ଼ି' ଉଚ୍ଚାରଣ କରି ପେଟରୁ ପବନ ବାହାର କରିବା