(ଏ) କାନରେ ପଶି ସେ କାନରେ ବାହାରିଯିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

(ଏ) କାନରେ ପଶି ସେ କାନରେ ବାହାରିଯିବା
ଉଚ୍ଚାରଣ: Kānare paṡi se kānare bāhārijibā
একানে ঢুকে ওকানে বেরিয়ে যাওয়া

ଦେ. କ୍ରି. —

(କଥିତ ବିଷୟ) ଆଦୌ ମନୋଯୋଗପୂର୍ବକ ଶୁଣା ନ ଯିବା —(a spoken matter) Not to be heard with attention.