(ଗାଲରେ) ଚୂନ କଳା ମାରିବା

ଉଇକିଅଭିଧାନ‌ରୁ

(ଗାଲରେ) ଚୂନ କଳା ମାରିବା

ଓଡ଼ିଆ[ସମ୍ପାଦନା]

(ଚୂନ କାଳି ମାରିବା—ଅନ୍ୟରୂପ)

ଦେଶଜ - କ୍ରିୟାପଦ -[ସମ୍ପାଦନା]

ଅପରାଧୀ ବ୍ୟକ୍ତିକୁ ଦଣ୍ଡ ଦେବା ବା ଲଜ୍ଜିତ କରାଇବା ପାଇଁ, ତାହାର ଏକ ଗାଲରେ ପଟାଏ ଚୂନ ଓ ଅନ୍ୟ ଗାଲରେ ପଟାଏ କଳା ବୋଳିବା