ପ୍ରେରଣାର୍ଥକ କ୍ରିୟା
ଅନ୍ୟଦ୍ୱାରା କୌଣସି କ୍ରିୟା ସାଧନ କରାଇବା କ୍ରିୟା ଯେଉଁ ରୂପଦ୍ୱାରା ସୂଚିତ ହୁଏ; ଯଥା—ଲେଖାଇବା; ଦିଆଇବା — (grammer) Causative form of verbs.