କବାଟ
ଦେଖଣା
କବାଟ —
ଉଚ୍ଚାରଣ: Kabāṭa
ସଂ. ବି. (କ+ପାଟି ଧାତୁ=ପାଇବା+କର୍ତ୍ତୃ. ଅ; ପ ସ୍ଥାନରେ ବ ଆଦେଶ) —
କପାଟ —Door-leaf.
ହୃଦୟେ ପଶିବା ପାଇଁ ସେ ସୁଷମା ଭାଙ୍ଗୁଛି ଧୈର୍ଯ୍ୟ କବାଟ ରାଧାନାଥ, ପାର୍ବତୀ
ଦେ. ବି. —
ଡମମାନଙ୍କ ବଂଶୋପାଧିବିଶେଷ — A family-title amongst the Doms.