କୋଟା
Appearance
କୋଟା —
ଉଚ୍ଚାରଣ: Koṭā
কোটাই
ଦେ. ବି —
କେତେ ଧାନରୁ କେତେ ଚାଉଳ ବାହାରେ ଏହାର ହିସାବ କରିବାର ଗାଣିତିକ ବିଧି; କୁଟା —The arithmetical rule to deduce the quantity of rice fromm a given quantity of paddy.
ପ୍ରାଦେ. (ଗଞ୍ଜାମ) ସର୍ବନାମ. (ଅନାଦରାର୍ଥକ) —
କେଉଁଟା? — Which one?
কৌটা
ପ୍ରାଦେ (ସମ୍ବଲପୁର) ବି. (ସଂ. କଟ ଧାତୁ=ଆବରଣ କରିବା) —
ଡିବା; ଘୋଡ଼ଣା ଯୁକ୍ତ ଫରୁଆ — A small wooden case.