କୋଡ଼ିଏ
ଦେଖଣା
କୋଡ଼ିଏ —
ଉଚ୍ଚାରଣ: Koṟḍ̠ie
কুড়ি
वीस, कोड़ी
ଦେ. ବି. —
୧: ଏକ କୋଡ଼ି — ୧. One score.
୨: ବିଂଶତି ସଂଖ୍ୟା — ୨. The number twenty.
ଦେ. ବିଣ. —
୧: ବିଂଶତି ସଂଖ୍ୟକ — ୧. Numbering twenty.
୨: କୋଡ଼ି ପଶାରେ ଯେତେ ମାଟି ଉଠିବ — ୨. A spadeful (earth).