ଚାଉଳ
ଦେଖଣା
ଚାଉଳ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଚାଉଳ
|
=== ଦେଶଜ - ବିଶେଷ୍ୟ - (ସଂସ୍କୃତ - ତଣ୍ଡୁଳ; ଚାଳିନୀଦ୍ୱାରା ପରିଷ୍କୃତ ହେବାରୁ କି?)
- ୧. ତଣ୍ଡୁଳ —୧. Rice; Oryza Sativa.
[ଦ୍ରଷ୍ଟବ୍ୟ —ଧାନର ପ୍ରକାରଭେଦରେ ଚାଉଳ ବିଭିନ୍ନ ଜାତୀୟ ହୁଏ ଧାନରୁ ଚାଉଳ ପ୍ରସ୍ତୁତ କରିବା ପ୍ରଣାଳୀଭେଦରେ ଏହା ପ୍ରଧାନତଃ ଅରୁଆ ଓ ଉଷୁନା ଏହିପରି ଦୁଇପ୍ରକାର]
- ୨. ତୁଷ ବା ଚୋପା କଢ଼ା ହୋଇଥିବା କେତେକ ଶସ୍ୟ— ବୀଜ —୨. Husked seed of certain corns.
(ଯଥା—ବାଉଁଶ ଚାଉଳ, ଶୁଆ ଚାଉଳ, କୋଦୁଅ ଚାଉଳ)
- ୩. ଏକ ରତିର ଅଷ୍ଟମାଂଶ (ଓଜନ) — ୩. A standard of weight; ୧/୮ of a grain.