ଛତୁ
ଦେଖଣା
ଛତୁ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଛତ୍ର; ଛତ୍ରାକ; ଛତ୍ରିକା;)
[ସମ୍ପାଦନା]- ୧. ଶିଳୀନ୍ଧ୍ର, କାଠରୁ ଭୂମିରୁ ବା ହୁଙ୍କାରୁ ବାହାରିବା ଛତ୍ରାକାର କ୍ଷୁଦ୍ର ଅପୁଷ୍ପକ ଉଦ୍ଭିଦ —୧. Toadstool; mushroom; fungus; Agaricus.
[ଦ୍ରଷ୍ଟବ୍ୟ —ଏହା ପଚା କାଠରୁ, ସଢ଼ା ଛଣରୁ, ଉଇଁ ଗାତରୁ ହୁଙ୍କାରୁ ଓ ଗୋବରରୁ ବର୍ଷାଦିନେ ବାହାରେ ଛତୁ ଅନେକ ରଙ୍ଗର ଓ ଆକାରର ହୁଏ କେତେକ ଖଦ୍ୟ, କେତେକ ଅଖାଦ୍ୟ ଓ କେତେକ ବିଷାକ୍ତ ଛତୁ ବହୁତ ପ୍କାର ଯଥା—ବାଲି ମଣ୍ଡା ଛତୁ, ଖୁଦ ଛତୁ ବା ହୁଙ୍କା ଛତୁ, ରୁଗୁଡ଼ା ଛତୁ ଛତୁର ଗୋଟିଏ ଡେମ୍ଫ ଓ ଗୋଟିଏ ଛତ୍ରାକାର ଭୁଣ୍ଡି ଥାଏ ଏହାର ଚେର, ଫଳ,
ଫୁଲ ବା ପତ୍ର ନ ଥାଏ ପରୀକ୍ଷା କରି ଦେଖା ଯାଇଅଛି ଯେ ଯେଉଁଠାରେ ହୁଙ୍କାଭିତରେ ବା ଭୂଇଁତଳେ ଉଇ ବସା ଥାଏ, ସେଠାରେ ଉଇଟାଙ୍କରୁ ଛତୁ ଉପରକୁ ଉଠେ]
- ୨. ଛତୁଆ (ଦେଖ) - —୨. Chhatuā (See)
- ୩. ଚୂର୍ଣ୍ଣ; ଚୂନା —୩. Powder.
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ଚୂର୍ଣ୍ଣବିଚୂର୍ଣ୍ଣ —୧. Reduced to powder.
- ୨. ଟିକିଟିକି ବହୁ ଖଣ୍ଡରେ ବିଭଜ୍ଜିତ —୨. Reduced or broken into many small bits.