Jump to content

ଛାତ

ଉଇକିଅଭିଧାନ‌ରୁ

ଛାତ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]
(ଛତା—ସ୍ତ୍ରୀ) 

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଛାଦ)

[ସମ୍ପାଦନା]

ଚାଳ; ଘରଉପରିସ୍ଥ ଆଚ୍ଛାଦନ; କୋଠା ଉପରର ଆଚ୍ଛାଦନ —Roof; thatch.

[ଦ୍ରଷ୍ଟବ୍ୟ —ନଡ଼ିଆଦିଦ୍ୱାରା ଛୁଆଣି ହୋଇଥିବା ଘରର ଚୂନ ଗୋଡ଼ି ଆଦିଦ୍ୱାରା ଗଠିତ କୋଠର ଆଚ୍ଛାଦନକୁ ଛାତ ବୋଲାଯାଏ ଆଜିକାଲି କଡ଼ି, ବରଗା, ଟାଇଲ୍ ଓ ଗୋଡ଼ିଆଦି ନ ଦେଇ ଏକପ୍ରକାର ଖିଲଣକାମରେ ସିମେଣ୍ଟର ଛାତ ପଡ଼ୁଅଛି]

ସଂସ୍କୃତ - ବିଶେଷଣ - ପୁଂ. (ଛୋ ଧାତୁ=ଛେଦନ କରିବା+ କର୍ମ. ତ)

[ସମ୍ପାଦନା]
୧. ଛିନ୍ନ —୧. Cut off.
୨. ଦୁର୍ବଳ —୨. Weak.
୩. କ୍ଷୀଣ —୩. Emaciated; lean.