Jump to content

ଛୁଙ୍କ

ଉଇକିଅଭିଧାନ‌ରୁ

ଛୁଙ୍କ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବି—(ଧ୍ୱନ୍ୟନୁକାରୀ ଶବ୍ଦ)

[ସମ୍ପାଦନା]
୧. ତିଅଣ ଆଦି ବଘାରିବା; ବଘରା —୧. Frying of seasoning the already boiled curry with a little oil or ghee and spices.
୨. ତିଅଣ ଆଦି ଘିଅ ଓ ମସଲାଦ୍ୱାରା ବଘାରିବାର ବାସନା — ୨. The smell issuing during the operation of frying boiled curry with oil or ghee.