ଟିକିଲି
ଦେଖଣା
ଟିକିଲି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ତିଲକରୁ ଟିକା; ଟିକାରୁ କ୍ଷୁଦାର୍ଥ ନିଷ୍ପନ୍ନ)
[ସମ୍ପାଦନା]ସ୍ତ୍ରୀ ଲୋକମାନଙ୍କର ଭ୍ରୁଲତା ମଧ୍ୟରେ ଘେନିବା ପତଳା ଓ ଚକ୍ରାକାର ଟୋପି —Wafer; small disks of thin coloured material worn by females in the middle of the eye-brows.
[ ଦ୍ର—ବିଭିନ୍ନ ବର୍ଣ୍ଣର କାଗଜ ବା ଧାତୁର ପତଳା ଓ ଚକ୍ରାକାର କ୍ଷୁଦ୍ର କ୍ଷୁଦ୍ର ଖଣ୍ଡକୁ ଟିକିଲି ଏବଂ ସିନ୍ଦୁର, ଗୋଚିନା ଓ ଚାନ୍ଦକଳା ଆଦିରେ ରଞ୍ଜିତ କ୍ଷୁଦ୍ର ବିନ୍ଦୁ ମାନଙ୍କୁ ଟୋପି ଓ ବଡ଼ ହିନ୍ଦୁମାନଙ୍କୁ ଟୋପା ବୋଲାଯାଏ ]