ଠିକ
ଦେଖଣା
ଠିକ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ନିଶ୍ଚୟ —୧. Surety; precision; accuracy.
- ୨. ସମଷ୍ଟି —୨. Addition; summing up; total.
ଗରଭ ହୋଇଥିବା ଗାଇଟି ମାନଙ୍କ ନାମ ପକାଇଲେ କରଣେ କରି ଠିକ—କୃଷ୍ଣସିଂହ. ମହାଭାରତ. ବନ
- ୩. ସ୍ଥିରତା —୩. Fixity; stability.
- ୪. ସଂକ୍ଷିପ୍ତ ବା ସାରକଥା —୪. Summary.
ଯେତେ କହିଲ ବେଦ ଠିକ—ପ୍ରାଚୀ ନିର୍ଗୁଣମାହାତ୍ମ୍ୟ
ବିଶେଷଣ -
[ସମ୍ପାଦନା]- ୧. ସାର; ବହୁମୁଲ୍ୟବାନ୍ (କଥା) — ୧. Very valuable.
(ଯଥା—ଠିକ କଥା ପଦେ ଓ ସମୟରେ ଶୁଣା ଯାଉ ନାହିଁ)
- ୨. ସୁନ୍ଦର; ମନୋହର — ୨. Charming; graceful; nice.
ଆରେ ଠିକହାସି ! ଠକପଣ ପୁଣି କିଛି ଥାଏ ମିଶି—କବିସୂର୍ଯ୍ୟ ସଙ୍ଗୀତ
- ୩. ସମ୍ପୂର୍ଣ୍ଣ ଅକ୍ଷୂର୍ଣ୍ଣ —୩. Complete; full.
ଠିକଠ ବର୍ତ୍ତୁଳ ଚନ୍ଦ୍ରାନନା ତୋ ଚିତ୍ତରେ—କବିସୂର୍ଯ୍ୟ କିଶୋରୀଚମ୍ପୂ ଠ ଗୀତ