Jump to content

ଦାଢ଼ି

ଉଇକିଅଭିଧାନ‌ରୁ

ଦାଢ଼ି

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବି(ସଂସ୍କୃତ - ଦାଢ଼ା=ଦନ୍ତରୁ; ସଂସ୍କୃତ - ଦାଢ଼ିକା)

[ସମ୍ପାଦନା]
୧. ଶ୍ମଶ୍ରୁ — ୧. Beard.

ଦାଢ଼ି କସ୍ତୁରୀ—କଣ୍ଡାର କଳା ଗୋ ପ୍ରାଚୀ. ରହସ୍ୟମଞରୀ

୨. ଥୋଡ଼ି; ଚିବୁକ —୨. Chin.
୩. ବଳଦ ବା ଷଣ୍ଢର ତଳପାଟିର ଦାନ୍ତ —୩. The row of front teeth of abullock on the lower Jaw.
୪. ଦାଢ଼ା (ଦେଖ) - —୪. Dāṟḍ̠ẖā (See)