ଦୁନିଆ
Appearance
ଦୁନିଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଆରବୀ - ଦୁନିୟାଁ)
[ସମ୍ପାଦନା]- ୧. ବ୍ରହ୍ମାଣ୍ଡ; ବିଶ୍ୱ — ୧. The universe.
- ୨. ଧରଣୀ; ପୃଥିବୀ — ୨. The earth; the world.
ଏଥିପାଇଁ ପୁଣି ନ ଅଣ୍ଟେ ଦୁନିଆ—ରାଧାନାଥ. ଦରବାର
- ୩. ସମଗ୍ର ପୃଥିବୀ —୩. The whole world.
- ୪. ସଂସାରର ଲୋକେ — ୪. The people of the world.
- ୫. ସମାଜ —୫. Society.