ଧୁପିବା
ଦେଖଣା
ଧୁପିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି. (ସଂସ୍କୃତ - ଧାବ୍ ଧାତୁ)
[ସମ୍ପାଦନା]- ୧. ଧାଇଁବା — ୧. To run.
- ୨. ଆକ୍ରମଣ କରିବା —୨. To attack.
- ୩. ମାରିବାକୁ ଧାଇଁବା —
୩. To set on for striking a person.
ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ -
[ସମ୍ପାଦନା]- ୧. ମାରିବା — ୧. To beat; to strike.
- ୨. କୌଣସି ସମୁଚ୍ଚ ସ୍ଥାନକୁ (ଦସ୍ତାଦି) ପ୍ରସାରିତ କରିବା — ୨. To raise up the arms to a high place.
ଧରମବଳୁଁ କି ମୋର; ଧୂପ ଦେଇ ନିଜ କର କେ ଳକୁ ଆଣିଲୁ କଳାହିଜରାଜ—କବିସୂର୍ଯ୍ୟ କିଶୋରୀଚମ୍ପୁ. ଧ—ଗୀତ