ନମନୀୟ
ବିଶେଷଣ (ସଂସ୍କୃତ)[ସମ୍ପାଦନା]
- ନତ ହେବାର ଯୋଗ୍ୟ; ଯାହାକୁ ନୁଆଇଁ ହୁଏ
- ଯାହାକୁ ନୁଆଇଁବା ଆବଶ୍ୟକ
- ଯାହାକୁ ନମସ୍କାର କରିବା ଉଚିତ; ପୂଜନୀୟ
ନମନୀୟ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
(ନମନୀୟା—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - (ନମ୍ ଧାତୁ +କର୍ମ. ଅନୀୟ)[ସମ୍ପାଦନା]
- ୧. ନତହେବାର ଯୋଗ୍ୟ;ଯାହାକୁ ନୁଆଇଁ ହୁଏ — ୧. Pliant; flexible; plastic.
- ୨. ଯାହାକୁ ନୁଆଇଁବା ଆବଶ୍ୟକ — ୨. Requiring to be bent.
- ୩. ଯାହାଙ୍କୁ ନମସ୍କାର କରିବା ଉଚିତ; ପୂଜନୀୟ — ୩. Respectable.