ନାଗରା
ଦେଖଣା
ନାଗରା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା](ନାଗେରା—ଅନ୍ୟରୂପ)
ଦେଶଜ - ବିଶେଷ୍ୟ - (ଆରବୀ - ନକ୍କାରୀ)
[ସମ୍ପାଦନା]- ୧. ମୃତ୍ତିକା ବା ଧାତୁ ନର୍ମିତ ହାଣ୍ଡି ଆକାରରେ ଆନନ୍ଧ ବାଦ୍ୟବିଶେଷ; ଡ଼ିଣ୍ଡିମ — ୧. Kettle drum.
ବଜନିର୍ଘୋଷ ନାଗରା ବାଦନ ଚହଳ—ଭଞ୍ଜ. ବୈଦେହୀଶବିଳାସ
- ୨. (ବଣିଆ ଶବ୍ଦ) ବେଣୀ ଉପରେ ପିନ୍ଧାଯିବା ଓ ମୁଣ୍ଡର ଠିକ୍ ମଧ୍ୟସ୍ଥଳରେ ଥିବା, ଅଥଚ ପଛପାଖରୁ ଦେଖାଯିବା ଏକପ୍ରକାର ଅଳଙ୍କାର — ୨. A kind of ornament of the head.
- ୩. ନାଗରା ଜୋତା (ଦେଖ) - ୩. Nāgarā jotā (See)