Jump to content

ନିର୍ବାଚନ

ଉଇକିଅଭିଧାନ‌ରୁ

ନିର୍ବାଚନ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ନିର୍+ବଚ୍ ଧାତୁ ଣିଚ୍ ବାଚି ଧାତୁ= ବୋଲାଇବା+ଭାବ. ଅନ)

[ସମ୍ପାଦନା]
୧. ନିର୍ଦ୍ଦାରଣ; ସ୍ଥିରୀକରଣ —୧. Determination.
୨. ଅନେକଙ୍କ ମଧ୍ୟରୁ ବାଛି ବାହାର କରିବା — ୨. Selection from amongst many; picking ourt; choice; election.