ପହଁରା
ଦେଖଣା
ପହଁରା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. (ସଂସ୍କୃତ - ବହୁକରୀ=ଝାଡ଼ୁ; ବହୁକର=ଝାଡ଼ୁ— ଦେବା ବ୍ୟକ୍ତି)—ଓଳାଇବା — ୧. Sweeping.
- ୨. ଝାଡ଼ୁ; ସମ୍ମାର୍ଜ୍ଜନୀ —୨. Broomstick.
ଅନୁବାଦ
[ସମ୍ପାଦନା]- ୩. ଝାଡ଼ୁ ଦେବା; ଓଳାଇବା — ୩. Sweeping a place clean.
ଅଗଣା ଖରକି ପହଁରା. ଚନ୍ଦନ ବୋଲି ଦ୍ୟନ୍ତି ଛେରା ଭାଗବତ
- ୪. (ସଂସ୍କୃତ - ପ୍ଳବନ; ପ୍ରା. ପବଣ)—ସନ୍ତରଣ — ୪. Swimming.
ପ୍ରାଦେଶିକ - (ଗଡ଼ଜାତ)
[ସମ୍ପାଦନା]କ୍ଷେତରେ ଖୋଳାଯିବା ପହଣୀ; ପାଣି ନାଳ — Small water-channel dug in a field.
ଦେଶଜ - ବିଶେଷଣ -
[ସମ୍ପାଦନା]ଯେଉଁ ପାଣିର ଗାଭୀରତା ମନୁଷ୍ୟର ଉଚ୍ଚତା ଠାରୁ ବେଶି ଓ ଯାହାକୁ ପହଁରିବାଦ୍ୱାରା ପାରି ହେବାକୁ ପଡ଼େ — (water) Which is more than a man's depth.