ପୂର୍ବ
ଦେଖଣା
ପୂର୍ବ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ସର୍ବ (ପୂର୍ବ ଧାତୁ+କର୍ତ୍ତୃ. ଅ; ପୂର୍ବେ ସର୍ବ ପ୍ରଥମେ ଦେବତା— ମାନେ ଏହି ଦିଗରେ ବାସ କରିଥିଲେ ବୋଲି ଏହାର ନାମ ପୂର୍ବ ହୋଇଥିବା ବିଷୟ ପୁରାଣରେ ଅଛି)
[ସମ୍ପାଦନା]- ୧. ଆଦି; ପ୍ରଥମ —୧. First; original.
- ୨. ପ୍ରଥମେ ବା ଆଗେ ଘଟିଥିବା — ୨. Preceding; foregoing.
- ୩. ଅତୀତ; ପ୍ରାଚୀନ; ପଶ୍ଚାଦ୍ୱର୍ତ୍ତୀ; ପୁରାକାଳୀନ — ୩. Former; prior; past; ancient; previous.
- ୪. ପ୍ରଥମେ ବୋଲାଯାଇ ଥିବା; ପୂର୍ବୋକ୍ତ — ୪. Aforesaid; previously mentioned.
- ୫. ସମଗ୍ର —୫. Whole; entire.
- ୬. ଅଗ୍ର୍ୟ —୬. Situated before; placed infront.
- ୭. ଊର୍ଦ୍ଧ୍ୱସ୍ଥ (ଯଥା—ପୂର୍ବକାୟ) —୭. Upper; fore.
- ୮. ପ୍ରାଚ୍ୟ ଦେଶୀୟ —୮. Eastern; oriental.
- ୯. ଜ୍ୟେଷ୍ଠ —୯. Elder.
- ୧. ସୂର୍ଯ୍ୟ ଯେଉଁ ଦିଗରୁ ଉଦିତ ହୁଅନ୍ତି — ୧୦. The east.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. (ବହୁବଚନ) ବଡ଼ବଡ଼ୁଆ; ପୂର୍ବ ପୁରୁଷ ଗଣ — ୧. Ancestors; forefathers.
- ୨. (ବହୁବଚନ) ଅତୀତକାଳର ବ୍ୟକ୍ତିମାନେ — ୨. The ancients.
- ୩. କାରଣ —୩. Reason; cause.
- ୪. ଇତିବୃତ୍ତ —୪. History; legend; annals.
ବିଣ—(ଅନ୍ୟ ଶବ୍ଦ ପରେ ଘଟିଥିବା ଆଦି ଅର୍ଥରେ ବ୍ୟବହୃତ)
[ସମ୍ପାଦନା]ପୂର୍ବେ ହୋଇଥିବା —Happened before.
(ଯଥା—ଅଶ୍ରୁତପୂର୍ବ=ପୂର୍ବେ ଯାହା ଶୁଣା ନ ଥିଲା; ଅଦୃଷ୍ଟପୂର୍ବ =ପୂର୍ବେ ଯାହା ଦେଖା ନ ଥିଲା; ଅଭୁତପୂର୍ବ=ପୂର୍ବେ ଯାହା ହୋଇ ନ ଥିଲା; ଭୂତପୂର୍ବ=ପୂର୍ବେ ଯାହା ହୋଇଥିଲା)