Jump to content

ପୋଲ

ଉଇକିଅଭିଧାନ‌ରୁ

ପୋଲ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଫୁଲୁକା ରୁଟି (ହିନ୍ଦୀ - ଶ.) — A kind of puffed up pastry cake.

ବୈଦେଶିକ - ବିଶେଷ୍ୟ - (ଫାରାସୀ - ପୃଲ୍)

[ସମ୍ପାଦନା]

ପାଣି ଯିବାର ସୁଡ଼ୁଙ୍ଗ; ଶଙ୍ଖ — bridge; culvert; sluice.

ଦେଶଜ - ବିଶେଷ୍ୟ - (ସଂସ୍କୃତ - ସ୍ଫୀତ)

[ସମ୍ପାଦନା]
୧. ବାଉଁଶ ବା ନଳ ମଧ୍ୟସ୍ଥ ଲମ ଛିଦ୍ର — ୧. Long hole in a tube.

(ଯଥା-ଯେଡ଼େ ବାଉଁଶ ତେଡ଼େ ପୋଲ)

୨. ବଡ଼କଣା; ବିବର — ୨. A big hole or pit; chasm.
୩. ଶୂନ୍ୟ ସ୍ଥାନ —୩. Empty space.

ଅନୁବାଦ

[ସମ୍ପାଦନା]

ବିଶେଷଣ -

[ସମ୍ପାଦନା]
୧. ପୋଲା; ଫମ୍ଫା — ୧. Empty; hollow.

ନିଦାମଣି ଭ୍ରମେ କିମ୍ପା ନିଅ ପୋଲ ରାଧାନାଥ. ଦରବାର

୨. ଅନ୍ତଃସାରହୀନ; ନଃସାର —୨. Hollow inside; unsubstantial.

ମୋତେ ଯେତେ ବୋଲୁଥିବ ବୋଲ ମୋ ଦିହଟା ଯାକର ପୋଲ—ଡ଼ଗ