ମଧୁର
Appearance
ମଧୁର
ଉଚ୍ଚାରଣ
[ସମ୍ପାଦନା](ମଧୁରା—ସ୍ତ୍ରୀ)
ମଧୁରତା , ମଧୁରତ୍ୱ. ମାଧୁରୀ, ମାଧୁର୍ଯ୍ୟ, ମଧୁରିମା—ବିଶେଷ୍ୟ
ସଂସ୍କୃତ - ବିଶେଷ୍ୟ - (ମଧୁ+ ଅଛି ଅର୍ଥରେ ର)
[ସମ୍ପାଦନା]- ୧. ମାଧୁର୍ଯ୍ୟ ଗୁଣ — ୧. Sweetness.
- ୨. ମିଷ୍ଟରସ —୨. Sweet taste.
- ୩. ବିଷ; ହଳାହଳ — ୩. Poison; deadly poison.
- ୪. ଟୀଣ ଧାତୁ —୪. Tin (metal).
- ୫. ଜୀବକ ବୃକ୍ଷ (ହିନ୍ଦୀ - ଶ) — ୫. A rare medicinal palnt.
- ୬. ନାଲି ଆଖୁ (ହିନ୍ଦୀ - ଶ) — ୬. Red variety of sugarcane.
- ୭. ଗୁଡ଼ (ହିନ୍ଦୀ - ଶ) ୭. Molasses.
- ୮. ଧାନ —୮. Paddy
- ୯. ଲୁହା (ହିନ୍ଦୀ - ଶ) —୯. Iron.
- ୧. ମହୁଲ (ହିନ୍ଦୀ - ଶ) — ୧୦. Mahula.
[ଉ—ବଞ୍ଚେ ଘନ ଘନ ଘନ କୁଶ କଣ ଯଥା, ବୃଷ୍ଟି ମଧୁର ମଧୁର ମଧୁର ଯେ ତଥା ଭଞ୍ଜ. ବୈଦେହୀଶବିଳାସ]
- ୧୧. ମଟର (ହିନ୍ଦୀ - ଶ) — ୧୧. Pea.
- ୧୨. ଜଙ୍ଗଲୀ ବରକୋଳି —୧୨. Wild jujube.
- ୧୩. ବାଦାମ ଗଛ (ହିନ୍ଦୀ - ଶ) —୧୩. Almond tree.
- ୧୪. କାକୋଳୀ (ହିନ୍ଦୀ - ଶ) (ଦେଖ) - —୧୪. Kākoḻī (See)
ବିଶେଷଣ -
[ସମ୍ପାଦନା]- ୧. ମିଠା; ମିଷ୍ଟରସଯୁକ୍ତ —୧. Sweet to the taste.
- ୨. ପ୍ରୀତିକାର; ମନୋହର —୨., Pleasant; pleasing.
- ୩. ସୌମ୍ୟ; ପ୍ରିୟଦର୍ଶନ —୩. Handsome.
- ୪. ମନ୍ଦଗାମୀ —୪. Slow going
[ଦ୍ରଷ୍ଟବ୍ୟ — ଦର୍ଶନ, ରସନା, ଘ୍ରାଣ , ସ୍ପର୍ଶ ଓ ଶ୍ରବଣ ଏପରି ସବୁପ୍ରକାରଟ ଇନ୍ଦ୍ରିୟଦ୍ୱାରା ମାଧୁର୍ଯ୍ୟର ଉପଲବ୍ଧି କରାଯାଇ ପାରେ]