ମିଉଜିଅମ୍
(ମ୍ୟୁଜିଅମ—ଅନ୍ୟରୂପ)
ଯାଦୁ ଘର; ଯେଉଁ ଗୃହରେ ପ୍ରାଚୀନ ଓ ଦ୍ରଷ୍ଟବ୍ୟ ପଦାର୍ଥମାନ ସଂରକ୍ଷିତ ହୋଇ ଥାଏ —Museum.