ମୂକ
ଦେଖଣା
ମୂକ
ଉଚ୍ଚାରଣ
[ସମ୍ପାଦନା](ମୂକା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଂ. (ମୂ ଧାତୁ=ବନ୍ଧନ କରିବା+କର୍ତ୍ତୃ. କ; ଯେ ନିଜର ବାକ୍ ଶକ୍ତିକୁ ବାନ୍ଧି ଅଛି)
[ସମ୍ପାଦନା]- ୧. ବାକ୍ ଶକ୍ତି— ରହିତ; ବୋବା; ଘୁଙ୍ଗା —୧. Dumb.
- ୨. ଦରିଦ୍ର —୨. Poor.
- ୩. ବିବଶ; ନାଚାର୍; ବେଚାର; ନିରୁପାୟ — ୩. Helpless.
ବିଶେଷ୍ୟ -
[ସମ୍ପାଦନା]- ୧. (+କର୍ମ)କ. ମତ୍ସ୍ୟ;ମାଛ — ୧. Fish.
- ୨. ଦୀନଜନ — ୨. A poor man; a pauper.
- ୩. ଦୈତ୍ୟ ବିଶେଷ — ୩. Name of a demon.
- ୪. ନାଚାର ବ୍ୟକ୍ତି; ବିଚାରା — ୪. A helpless person.