ମୂତ୍ରାଶୟ
ମୂତ୍ରସ୍ଥଳୀ — The urinary bladder; Vesica Urinaria.
[ଦ୍ରଷ୍ଟବ୍ୟ —ଏହା ପେଟ ଭିତରେ ନାଭିର ନିମ୍ନଦେଶରେ ଅବସ୍ଥିତ ଏଥିରେ ମୂତ୍ର ସଞ୍ଚିତ ହୁଏ ଓ ଏଥିରୁ ମୁତ୍ରନାଳୀ ବାଟେ ପ୍ରସ୍ରାବ ବାହାରେ]