Jump to content

ମୂତ୍ରାଶୟ

ଉଇକିଅଭିଧାନ‌ରୁ

ମୂତ୍ରାଶୟ

ଉଚ୍ଚାରଣ

[ସମ୍ପାଦନା]
(file)
  • (file)

ସଂସ୍କୃତ - ବିଶେଷ୍ୟ - (ମୁତ୍ର+ଆଶୟ=ଆଧାର)

[ସମ୍ପାଦନା]

ମୂତ୍ରସ୍ଥଳୀ — The urinary bladder; Vesica Urinaria.

[ଦ୍ରଷ୍ଟବ୍ୟ —ଏହା ପେଟ ଭିତରେ ନାଭିର ନିମ୍ନଦେଶରେ ଅବସ୍ଥିତ ଏଥିରେ ମୂତ୍ର ସଞ୍ଚିତ ହୁଏ ଓ ଏଥିରୁ ମୁତ୍ରନାଳୀ ବାଟେ ପ୍ରସ୍ରାବ ବାହାରେ]