ଲିପି
ଦେଖଣା
ଲିପି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ଲିପ୍ ଧାତୁ+ଭାବ. ଇ; ଈ)
[ସମ୍ପାଦନା]- ୧. ଲେଖନ; ଲେଖା —୧. Writing.
- ୨. (+ କର୍ମ. ଇ) ଲିଖିତ ପତ୍ରାଦି —A written letter.
- ୩. ଦଲିଲ —୩. Document.
- ୪. (+ ଭାବ. ଇ) ଅଙ୍କନ; ଚିତ୍ରକରଣ —୪. Drawing.
- ୫. (+ କର୍ମ. ଇ) ଅକ୍ଷର —୫. Letter; alphabet; script.
- ୬. (+ କରଣ. ଇ) ବର୍ଣ୍ଣମାଳା ଅଙ୍କିତ କରିବା ପଦ୍ଧତି ବା ପ୍ରଣାଳୀ —୬. The mode of writing the alphabet.