ଉତ୍ପାଦକ

ଉଇକିଅଭିଧାନ‌ରୁ

ବିଶେଷଣ (ସଂସ୍କୃତ)[ସମ୍ପାଦନା]

  • ଉତ୍ପତ୍ତକାରକ; ଜନ୍ମଦାତା; ଯେ ଜନ୍ମ କରେ
  • ଘଟାଇବା

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • ଜନ୍ମଦାତା ବ୍ୟକ୍ତି ବା ପୁରୁଷ
  • ଜନକ; ପିତା
  • ମୌଳିକ ଗୁଣନୀୟକ