ଚିତ୍ରକର
ଦେଖଣା
- ଯେ ରଙ୍ଗଦ୍ଵାରା କୌଣସି ପଦାର୍ଥକୁ ରଙ୍ଗାଏ
- ବର୍ଣ୍ଣସଙ୍କର ଜାତିବିଶେଷ (ଶୂଦ୍ରାଣୀ ଗର୍ଭରେ ବିଶ୍ଵକର୍ମାଙ୍କ ଔରସରେ ଏହି ଜାତିର ଉତ୍ପତ୍ତି ହୋଇଥିବାର ବ୍ରହ୍ମବୈବର୍ତ୍ତ ପୁରାଣରେ ଅଛି)
- ତିନିଶ ବୃକ୍ଷ
ଚିତ୍ରକର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଣ—(ଚିତ୍ର+କୃ ଧାତୁ+ କର୍ତ୍ତୃ. ଅ)
[ସମ୍ପାଦନା]- ୧. ଯେ ରଙ୍ଗଦ୍ୱାରା କୌଣସି ପଦାର୍ଥକୁ ରଙ୍ଗାଏ — ୧. Painter; artist.
- ୨. ବର୍ଣ୍ଣସଙ୍ଗର ଜାତିବିଶେଷ —୨. A low mixed caste amongst the Hindus who are painters.
[ଦ୍ରଷ୍ଟବ୍ୟ —ଶୂଦ୍ରାଣି ଗର୍ଭରେ ବିଶ୍ୱକର୍ମାଙ୍କ ଔରସରେ ଏହି ଜାତିର ଉତ୍ପତ୍ତି ହୋଇଥିବାର ବ୍ରହ୍ମବୈବର୍ତ୍ତ ପୁରାଣରେ ଅଛୢ]
- ୩. ତିନିଷ ବ଼ୃକ୍ଷ (ଦେଖ) - —୩. Tiniṡa tree (See)