ବିଶେଷଣ. ଉଦିତ ହେବା, ଉଦ୍ଗମନ ହେବା ।
- ପୂର୍ବ ଦିଗବଳୟ ଉପରକୁ ଉଠିଥିବା
- ଉଦ୍ଗତ, ଉତ୍ଥିତ
- ଆବିର୍ଭୂତ
- [ଉତ୍ପନ୍ନ]]
- ବିବୃଦ୍ଧ
- ଉନ୍ନତ
- ଦୃଷ୍ଟିଗତ
ଦେଶଜ ବିଶେଷଣ. (ବଦ୍ ଧାତୁ = କହିବା): ଉକ୍ତ, କଥିତ
ଉଦାହରଣ: ତାହାଙ୍କର ମାମୁଁଙ୍କୁ କରିବି ଉଦିତ ।[୧]
ଦେଶଜ ବିଶେଷଣ. ଉଦୟ ହେଉଥିବା (rising)
- ପ୍ରହରାଜ, ଗୋପାଳ. ପୂର୍ଣ୍ଣଚନ୍ଦ୍ର ଭାଷାକୋଷ. (ଭାଗ ୧, ଖଣ୍ଡ ୩).ପୃ. ୧୭୩