ଉଦିତ

ଉଇକିଅଭିଧାନ‌ରୁ

ବିଶେଷଣ. ଉଦିତ ହେବା, ଉଦ୍‌ଗମନ ହେବା ।

  1. ପୂର୍ବ ଦିଗବଳୟ ଉପରକୁ ଉଠିଥିବା
  2. ଉଦ୍ଗତ, ଉତ୍ଥିତ
  3. ଆବିର୍ଭୂତ
  4. [ଉତ୍ପନ୍ନ]]
  5. ବିବୃଦ୍ଧ
  6. ଉନ୍ନତ
  7. ଦୃଷ୍ଟିଗତ

ଦେଶଜ ବିଶେଷଣ. (ବଦ୍ ଧାତୁ = କହିବା): ଉକ୍ତ, କଥିତ

ଉଦାହରଣ: ତାହାଙ୍କର ମାମୁଁଙ୍କୁ କରିବି ଉଦିତ ।[୧]

ଦେଶଜ ବିଶେଷଣ. ଉଦୟ ହେଉଥିବା (rising)

ଟୀକା[ସମ୍ପାଦନା]

  1. କୃଷ୍ଣସିଂହ, ମହାଭାରତ. ବଳ

ଆଧାର[ସମ୍ପାଦନା]

  • ପ୍ରହରାଜ, ଗୋପାଳ. ପୂର୍ଣ୍ଣଚନ୍ଦ୍ର ଭାଷାକୋଷ. (ଭାଗ ୧, ଖଣ୍ଡ ୩).ପୃ. ୧୭୩