ଉଦାର

ଉଇକିଅଭିଧାନ‌ରୁ

ବିଶେଷଣ (ସଂସ୍କୃତ)[୧][ସମ୍ପାଦନା]

  • ଉଦ୍= ଉଚ୍ଚ+ ଆ=ସମ୍ୟକ୍ +ଋ ଧାତୁ= ଗମନ କରିବା; ଦାନକରିବା+ କର୍ତ୍ତୁ. ଅ
    • ମହତ୍
    • ଦାତା; ବଦାନ୍ୟ
    • ସରଳ; ଅକପଟ; ସ୍ଵଚ୍ଛ
    • ଗମ୍ଭୀର
    • ଉତ୍ତମ
    • ଉଦାସୀନ
    • ଉତ୍କୃଷ୍ଟ

ଆଧାର[ସମ୍ପାଦନା]

  1. ପୂର୍ଣ୍ଣଚନ୍ଦ୍ରଭାଷାକୋଷ, ପୃଷ୍ଠା-୯୭୧