ପାଲ
ଦେଖଣା
ପାଲ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - [ସଂସ୍କୃତ - ଫାଳ=କାର୍ପାସ ବସ୍ତ୍ର; କିମ୍ୱା ଇଂ, ପାଲ୍ (Pall)= ଘୋଡ଼ଣୀ; ଆଚ୍ଛାଦିନ ବସ୍ତ୍ର]
[ସମ୍ପାଦନା]- ୧. ଅଖାରେ ତିଆରି ପରଦା; କେରପାଲ —୧. Tarpaulin.
- ୨. ଖଣ୍ଡିଏ ଅଖରେ ନିର୍ମିତ ଛୋଟ ତମ୍ୱୁ — ୨. A pal; small tent.
- ୩. ଜାହାଜ ଓ ଡଙ୍ଗାକୁ ପବନରେ ଚଳାଇବା ନିମନ୍ତେ ଖୁଣ୍ଟରେ ବନ୍ଧା ହେବା ମୋଟା ବସ୍ତ୍ର — ୩. Sail; sail-cloth.
[ଦ୍ରଷ୍ଟବ୍ୟ —ବାଲେଶ୍ୱର ପୂର୍ବେ ବନ୍ଦର ଥିଲା ଓ ଓଡ଼ିଆ ନାବିକମାନେ ଜାହାଜ ଚଳାଉଥିଲେ ଜାହାଜର ଭିନ୍ନ ଭିନ୍ନ ପାଲମାନଙ୍କର ନାମ, ଯଥା—ଟବର୍—ମାସ୍ତୁଲର ଉପର ଅଂଶରେ ବନ୍ଧାଯିବା ପାଲ — Top sail. ଗାଭି—ମାସ୍ତୁଲରେ ବନ୍ଧାଯିବା ବଡ଼ କବା ପ୍ରଧାନ ପାଲ —Main sail. ଜୀଭି—ମାସ୍ତୁଲ ସଙ୍ଗେ କଣବାଗେ ଲାଗି— ଥିବା ଲଗିରେ ବନ୍ଧା ହେବା ବଙ୍କା ପାଲ —Small sails attached to rods forming angles with the mast ]
- ୪. ଅଖାପାଲ —୪. Sack cloth.
- ୫. କଉ, ମାଗୁର, ଆଡ଼ୀ ଓ ଚିତଳ ଆଦି ମାଛମାନେ ପଙ୍କ ବା ବାଲିରେ ଯେଉଁ ବସା କରନ୍ତି; ବିମ୍ୱର —୪. Nest or recess made by fishes in the sand or mud at the bottem of water.
- ୬. ଖାପଚ; କୁରକ୍ର; ଫାନ୍ଦ — ୬. Intrigue; snare.
ମିକ ହୋ ! ଏମନ୍ତପୀରତି ରାତି ତାହା ପାଲରୁ କେ ଯିବ କରଚି ଅଭିମନ୍ୟୁ, ବିଦଗ୍ଧଚିନ୍ତାମଣି
- ୭. ପ୍ରଲୋଭନ — ୭. Temptation.