ଭୁଲ୍
ଦେଖଣା
ଭୁଲ୍
ଉଚ୍ଚାରଣ
[ସମ୍ପାଦନା](ଭୁଲୁ—ଗ୍ରାମ୍ୟରୂପ)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଭ୍ରମ, ପ୍ରା, ଭୁଲ୍ଲ ସଂସ୍କୃତ - ଭୋଳ=ବିହ୍ୱଳ, ମେଦିନୀ)
[ସମ୍ପାଦନା]- ୧. ଭ୍ରମ, ଭ୍ରାନ୍ତି —୧. Mistake; error; oversight.
- ୨. ବିସ୍ମରଣ —୨. Forgetting.
- ୩. ଦୋଷ —୩. Fault.
- ୪. ଅଶୁଦ୍ଧି — ୪. Incorrectness.
ବିଶେଷଣ -
[ସମ୍ପାଦନା]- ୧. ଭ୍ରାନ୍ତ — ୧. Mistaken; erroneous.
- ୨. ଅଶୁଦ୍ଧ — ୨. Incorrect; wrong.