Jump to content

ଭୁଲ୍

ଉଇକିଅଭିଧାନ‌ରୁ

ଭୁଲ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଭୁଲୁ—ଗ୍ରାମ୍ୟରୂପ)

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଭ୍ରମ, ପ୍ରା, ଭୁଲ୍ଲ ସଂସ୍କୃତ - ଭୋଳ=ବିହ୍ୱଳ, ମେଦିନୀ)[ସମ୍ପାଦନା]

୧. ଭ୍ରମ, ଭ୍ରାନ୍ତି —୧. Mistake; error; oversight.
୨. ବିସ୍ମରଣ —୨. Forgetting.
୩. ଦୋଷ —୩. Fault.
୪. ଅଶୁଦ୍ଧି — ୪. Incorrectness.

ବିଶେଷଣ -[ସମ୍ପାଦନା]

୧. ଭ୍ରାନ୍ତ — ୧. Mistaken; erroneous.
୨. ଅଶୁଦ୍ଧ — ୨. Incorrect; wrong.