ନିକଟେ
ନିକଟେ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ[ସମ୍ପାଦନା]
ଦେଶଜ - ଅ.[ସମ୍ପାଦନା]
- ୧. ଶୀଘ୍ର —Very soon.
ସୂଜନେ ଶୁଣି କର୍ଣ୍ଣପୁଟେ. ତରିବ ସଂସାରୁ ନିକଟେ ଜଗନ୍ନାଥ. ଭାଗବତ
- ୨. ତୁରନ୍ତ —୨. In no time.
- ୩. ଅବିଳମ୍ୱ —୩. Within a short time.
ସେ ଦୁଇଙ୍କ ସକାଶୁ ବନୀର ଶ୍ରେୟ, ନିକଟେ ମହିରଷି ହୋଇବ ଉଦୟ କୃଷ୍ଣସିଂହ. ମହାଭାରତ. ବନ
- ୪. (ଅମୁକର) ପାଖରେ —୪. Near; at.
- ୫. (ଅମୁକ)ଠାରେ —୫. At; with.
- ୬. ଅଳ୍ପ ସମୟରେ —୬, Soon after.
ଦେବ ହେଳନ ନିଶ୍ଚେ କଲି ନିକଟେ ସଂକଟ ଲଭିଲି ଜଗନ୍ନାଥ. ଭାଗବତ