Jump to content

ନିକଟେ

ଉଇକିଅଭିଧାନ‌ରୁ

ନିକଟେ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ଅ.[ସମ୍ପାଦନା]

୧. ଶୀଘ୍ର —Very soon.

ସୂଜନେ ଶୁଣି କର୍ଣ୍ଣପୁଟେ. ତରିବ ସଂସାରୁ ନିକଟେ ଜଗନ୍ନାଥ. ଭାଗବତ

୨. ତୁରନ୍ତ —୨. In no time.
୩. ଅବିଳମ୍ୱ —୩. Within a short time.

ସେ ଦୁଇଙ୍କ ସକାଶୁ ବନୀର ଶ୍ରେୟ, ନିକଟେ ମହିରଷି ହୋଇବ ଉଦୟ କୃଷ୍ଣସିଂହ. ମହାଭାରତ. ବନ

୪. (ଅମୁକର) ପାଖରେ —୪. Near; at.
୫. (ଅମୁକ)ଠାରେ —୫. At; with.
୬. ଅଳ୍ପ ସମୟରେ —୬, Soon after.

ଦେବ ହେଳନ ନିଶ୍ଚେ କଲି ନିକଟେ ସଂକଟ ଲଭିଲି ଜଗନ୍ନାଥ. ଭାଗବତ