ଦୋଗଧା
ଦେଖଣା
ଦୋଗଧା
ଉଚ୍ଚାରଣ
[ସମ୍ପାଦନା](ଦୋଗୁଧା—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ଦ୍ୱିଧା)
[ସମ୍ପାଦନା]- ୧. ସନ୍ଦେହ — ୧. Doubt.
- ୨. ଧନ୍ଦା; ବିଷମ ସମସ୍ୟା —୨. Dilemma.
- ୩. ଦୁଇ ବସ୍ତୁ ବା ବିଷୟ ମଧ୍ୟରୁ କାହାକୁ ନେବାକୁ ବା ଅବଲମ୍ୱନ କରିବାକୁ ହେବା ଏ ସମ୍ୱନ୍ଧେ ଅନିଶ୍ଚିୟ; ମନର ଅସ୍ଥିରତା; ସାତପାଞ୍ଚ କରିବା; ଦୋଦୋପାଞ୍ଚ — ୩. Unsettled condition of the mind as to accept which one of the two things present before a person; wavering state of mind; vacillation; hesitancy.
- ୪. ଆଶଙ୍କା —୪. Apprehension.
ବିଶେଷଣ -
[ସମ୍ପାଦନା]- ୧. ସନ୍ଦେହଯୁକ୍ତ —୧. Doubtful.
- ୨. ଦୋଦୋପାଞ୍ଚ —୨. Hesitating.