Jump to content

ଦୋଗଧା

ଉଇକିଅଭିଧାନ‌ରୁ

ଦୋଗଧା

ଉଚ୍ଚାରଣ

[ସମ୍ପାଦନା]

(ଦୋଗୁଧା—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ଦ୍ୱିଧା)

[ସମ୍ପାଦନା]
୧. ସନ୍ଦେହ — ୧. Doubt.
୨. ଧନ୍ଦା; ବିଷମ ସମସ୍ୟା —୨. Dilemma.
୩. ଦୁଇ ବସ୍ତୁ ବା ବିଷୟ ମଧ୍ୟରୁ କାହାକୁ ନେବାକୁ ବା ଅବଲମ୍ୱନ କରିବାକୁ ହେବା ଏ ସମ୍ୱନ୍ଧେ ଅନିଶ୍ଚିୟ; ମନର ଅସ୍ଥିରତା; ସାତପାଞ୍ଚ କରିବା; ଦୋଦୋପାଞ୍ଚ — ୩. Unsettled condition of the mind as to accept which one of the two things present before a person; wavering state of mind; vacillation; hesitancy.
୪. ଆଶଙ୍କା —୪. Apprehension.

ବିଶେଷଣ -

[ସମ୍ପାଦନା]
୧. ସନ୍ଦେହଯୁକ୍ତ —୧. Doubtful.
୨. ଦୋଦୋପାଞ୍ଚ —୨. Hesitating.